ପାଟଣାଗଡ ସହରରେ ବଣିକ ସଂଘର ମିଳିତ ସହଯୋଗରେ ସଚେତନତା ରାଲି
ଆଜି ପାଟଣାଗଡ ସହରରେ ଦୋକାନ ବଜାର ଖୋଲାରହିଥିଲା । ସହରରେ ଜନଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ବଣିକ ସଂଘର ମିଳିତ ସହଯୋଗରେ ରେ ଏକ ରାଲି ବାହାରି ଲୋକଙ୍କୁ ସଚେତନତା କରୁଥିବା ଦେଖିବାକୁ ମିଳିଥିଲା
#ArgusNews #Odisha #Patnagarh #Awareness #corona #Bolangir