ପାଟ ତୁ ମରିଯା ଲୋ। ତୁ ମଲେ ଏ ଧରା ଶାନ୍ତ ପଡିଯିବ। କୁଳ ବୁଡେଇ, କୁଳ ଖାଇ ପାଟ। ତୋରି ସକାସେ ବୋପା ଘର, ଶାଶୁ ଘର ଲୋକ ସବୁବେଳେ ହନ୍ତସନ୍ତ ହେଉଛନ୍ତି। ଯା ତୁ ମରିଯା । ଏହା କୌଣସି ଯାତ୍ରା କି ନାଟକର ସଂଳାପ ନୁହେଁ । ପାଟଦେଇର ଆତ୍ମକଥା, ଏଇ କେଇପଦ ଶବ୍ଦ ।
#BinapaniMohanty #Indianwriter #Odisha #ArgusNews