#ପାଠ_ପଢା_ପାଗଳ !
ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପ୍ରତାପ ମହାପାତ୍ର। ମାଟ୍ରିକରେ ଟପ ଟେନରେ ରହିଲେନି ବୋଲି କରିଥିଲେ ଆତ୍ମହତ୍ଯା ଉଦ୍ୟମ। ତେବେ ଭଗବାନଙ୍କ କୃପାରୁ ତାଙ୍କ ଜୀବନ ସିନା ବଞ୍ଚିଗଲା । ହେଲେ ମାନସିକ ବିକୃତି ତାଙ୍କ ଜିବନ ଦୁର୍ବିସାହ କରିଦେଇଛି
#ArgusNews #Odisha #Jagatsinghpur #EducationMad #mentallydisorder