ନିର୍ମାଣର ୬ବର୍ଷ ପରେ ବି କାର୍ଯ୍ୟକ୍ଷମ ହେଲାନି ୩ ଉଠା ଜଳସେଚନ ପ୍ରକଳ୍ପ। କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ତାଳ ଗାଁରେ ୩ଟି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହେଲା ଦିନରୁ ଅଚଳ। ଅଭିଯାଗ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ଏହା କାମରେ ନଲାଗି ଅଚଳ ହେବାକୁ ବସିଲାଣି।
#ArgusNews #Odisha #Keonjhar #Ghasipura #farmerProblem #irrigation