ଇନ୍ଦ୍ରାବତୀ ମୁଖିଗୁଡା କେନାଲକୁ ପାଣି ଯୋଗାଇବା ଦାବିରେ ରାସ୍ତା ଅବରୋଧ। କେନାଲକୁ ପାଣି ଯୋଗାଣ ଦାବିରେ କଳାହାଣ୍ଡି ଜିଲ୍ଲା ଜୟପାଟଣା, କଲମପୁର ୧୩ରୁ ଉର୍ଦ୍ଧ ପାଣିପଞ୍ଚାୟତ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥଇବା ଦେଖିବାକୁ ମିଳିଛି।
#Kalahandi #Protest #demanding #watersupply #FarmerIssue #Odisha #ArgusNews