ଓଭର ହେଡ଼ ପାଣିଟାଙ୍କି ଅଛି । ଗାଁ ଗାଁ ରେ ପାଇପ ଲାଇନ ବିଛା ହେଇଛି I ଘର ସମୁଖରେ ଟ୍ୟାପ ବି ଅଛି । କିନ୍ତୁ ଏସବୁ ଥାଇ ମଧ୍ୟ କିଛି କାମରେ ଲାଗୁନି I ନାଁ ଟ୍ୟାପ ରୁ ପାଣି ବାହାରୁଛି ନାଁ ଟାଙ୍କିରେ ପାଣି ଅଛି I ପାଣି ପାଇଁ ଲୋକେ ଗାଁ ଠାରୁ 3କିଲୋମିଟର ଦୂର ପରିତ୍ୟକ୍ତ କୂଅରୁ ପାଣି ଆଣୁଛନ୍ତି I
#Odisha #ArgusNews #Jajpur #Dharmasala #WaterProblem #drinkingwater