#ପାଣି_ପାଇଁ_ପାଣିରେ_ପଡିବକି_୬ଶହ_କୋଟି
ନୟାଗଡର ବହୁପ୍ରତୀକ୍ଷିତ ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ଉଠିଲା ପ୍ରଶ୍ନ । ମହାନଦୀରେ ପାଣି ନଥିବାରୁ ଚିହ୍ନଟ ହୋଇପାରୁନି ମୁଖ୍ୟ ଇଣ୍ଟେକ ୱେଲ । ଶହେଟି ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ ପାଇଁ ହୋଇଥିଲା ଯୋଜନା ।
#drinkingwater #project #Nayagarh #Panchayat #Corruption #Odisha #ArgusNews