#ପାଣି_ପାଇଁ_ମହାଭାରତ
ରାସ୍ତାରେ ଗଡାଇ ଗଡାଇ ପିଟିଲେ ।ଗାଁ ଦାଣ୍ଡ ପାଲଟିଲା ରଣକ୍ଷେତ୍ର । ଘରେ ଘରେ ପହଞ୍ଚିବ ପିଇବା ପାଣିର ସୁବିଧା । ସ୍ଲୋଗାନରେ ସୀମିତ ରାଜ୍ୟ ସରକାରଙ୍କ ନାରା । ଯାହାର ଜ୍ବଳନ୍ତ ଉଦାହରଣ ଏହି ଦୃଶ୍ୟ ।
#ArgusNews #ArgusNewsTv #Odisha #Puri #Brahmagiri #WaterProblem