ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ ବସୂଧା ଯୋଜନା ମାଧ୍ୟମରେ ସରକାର ରାଜକୋଷରୁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ସରକାରଙ୍କ ବସୂଧା ଯୋଜନା ସତେ ଯେମିତି ପ୍ରହସନ ପାଲଟିଛି। ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି ଗ୍ରାମବାସୀ ।
#ArgusNews #Odisha #ArgusNewsTv #Gajapati #WaterProblem