#ପାଣି_ସମସ୍ୟା_କୁ_ନେଇ_ବ୍ଲକ_ଅଫିସ_ସମୁଖରେ_ହୋ_ହାଲା !
ଗ୍ରାମରେ ଦୀର୍ଘଦିନ ହେବ ପାଣି ସମସ୍ୟା କୁ ନେଇ ଆଜି ବାଙ୍କୀ ସୄବନ ପୁର ପଞ୍ଚାୟତ ଘୋଡାବର ଗ୍ରାମବାସୀ ବାଙ୍କୀ ବ୍ଲକ ଅଫିସ ସମୁଖରେ ହୋ ହାଲା କରିବା ସହିତ ବ୍ଲକ ମଣ୍ଡଳ ଉର୍ଣ୍ଣୟନ ଅଧିକାରୀ ଙ୍କୁ ଘେରି ନିଜର ଦାବି ଜଣାଇଥିଲେ ତୁରନ୍ତ ଗ୍ରାମକୁ ବିଶୁଦ୍ଧ ପାଣି ଯୋଗେଇ ଦିଆ ନଗଲେ ରାସ୍ତାରୋକ କରାଯିବ ବୋଲି ଚେତାବନୀ ଦେଇଥିଲେ
#ArgusNews #Odisha #ArgusNewsTV #WaterProblem #Cuttack #Banki #drinkingwater