#ପାତ୍ରପୁର_ଗୋଷ୍ଠୀ_ସ୍ବାସ୍ଥ୍ୟ_କେନ୍ଦ୍ରରେ_ଜାତୀୟ_ପତାକାର_ଅସମ୍ମାନ !
ଗଞ୍ଜାମ ଜିଲ୍ଲା ପାତ୍ରପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଦେଖୁବାକୁ ମିଳିଅଛି । ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କର୍ତ୍ତୃପକ୍ଷ କିମ୍ବା କର୍ମଚାରୀମାନଙ୍କୁ ଦେଶର ଜାତୀୟ ପତାକାର ଅସମ୍ମାନକୁ ନେଇ ସାଧାରଣରେ ସୁଚନା ନଥିବା ପରିଲକ୍ଷିତ ହୋଇଅଛି
#Ganjam #Patrapur #NationalFlag #disrespect #grouphealthcenter #Odisha #ArgusNews