ପାନୀୟ ଜଳ ସମସ୍ୟାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକେଇଲେ ୪ ଖଣ୍ଡ ଗାଁର ଲୋକେ l ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଚାଟିକଣା ପଞ୍ଚାୟତର ଝିମିରିଗୁଡା,ମାଳିସାହି,ହାଟସାହି,ମୁକୁନାସାହି ଅଞ୍ଚଳରେ ଦିର୍ଘ ଦଶଦିନ ହେବ ପାଣି ଆସୁନଥିବାରୁ ନାନା ସମସ୍ୟାର ସାମ୍ନା କରୁଥିବା ଲୋକେ ଅଭିଯୋଗ କରିଛନ୍ତି l
#Rayagada #BissamCuttack #waterIssue #Publicissue #ArgusNews