#ପାରମ୍ପରିକ_ମାଟିହାଣ୍ଡି_ରାନ୍ଧଣା_ଯୋଗାଉଛି_ବି_ଟୁ_ଡି_କିଚେନ
ସ୍ୱାସ୍ଥ୍ୟ ସଚେତନ ଲୋକଙ୍କ ପ୍ରିୟ ଖାଦ୍ୟର ଠିକଣା ପାଲଟିଛି ଭୁବନେଶ୍ୱରର ସୌଭାଗ୍ୟ ନଗରରେ ଥିବା ବି ଟୁ ଡି କିଚେନ । ଓଡ଼ିଆ ଘରର ହାଣ୍ଡିଶାଳର ମହତ୍ୱକୁ ଆଉ ତାର ଅତୀତକୁ ଉଜ୍ଜୀବିତ କରିଥିବା ଏହି କିଚେନ ଦ୍ୱାର ମୁହଁରେ ଯୋଗାଇଦେଉଛି ମାଟି ପାତ୍ରରେ ପ୍ରସ୍ତୁତ ଭଳିକି ଭଳି ସ୍ୱାସ୍ଥ୍ୟକର ଓ ସ୍ୱାଦିଷ୍ଠ ପାରମ୍ପରିକ ଓଡ଼ିଆ ଖାଦ୍ୟ ।
#GoodNews #Bhubaneswar #b2dkitchen #odiakitchen #Odisha #ArgusNews