ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ଆଜି ହୋଇଥିଲା DFOଙ୍କ ଲାଇ ଡିଟେକ୍ସନ ଟେଷ୍ଟ । ପ୍ରାୟ 3 ଘଣ୍ଟା କାଳ ଲାଇ ଡିଟେକ୍ସନ ଟେଷ୍ଟ ହୋଇଥିବା ସୂଚନା । ଶୁଣନ୍ତୁ ଏନେଇ କଣ କହୁଛନନ୍ତି ମୃତ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର
#ACFMurder #Soumyaranjan #Gajpati #ParlakhemundiACF #Crimebranch #Soumyamurdermystery #Odisha #ArgusNews