ପାରାଦୀପ ତାଳଦଣ୍ଡା କେନାଲରେ ବୁଡ଼ି ଯାଇ ୨ ଶିଶୁ ମୃତ । ଅଠରବାଙ୍କୀ ତାଳଦଣ୍ଡା କେନାଲରେ ଅଘଟଣ । ଖେଳୁଥିବା ସମୟରେ କେନାଲରେ ଖସିପଡ଼ି ଥିଲେ । ଉଭୟ ଶିଶୁଙ୍କ ବୟସ 4 ବର୍ଷ ହୋଇଥିବା ସୂଚନା ।
#Paradeep #TaladandaCanal #childrendrowned #ChildDeath #Odisha #ArgusNews