ବାତ୍ୟା ୟଶର ପ୍ରଭାବରେ ପାରାଦୀପର ଏମିତି କିଛି ସ୍ଥାନ ଅଛି ଯେଉଁଠି ଉପଯୁକ୍ତ ବନ୍ଧ ନଥିବାରୁ ମହାନଦୀର ପାଣି ସେମାନଙ୍କ ଘର ଭିତରକୁ ପଶି ଆସିଛି । ଫଳରେ ଲୋକମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
#ArgusNews #ArgusNewsTv #ArgusTv #Odisha #Paradip #Cyclone_Yaas