କେନ୍ଦ୍ରାପଡ଼ା - ପାରାଦ୍ୱୀପ ଶିଳ୍ପାଞ୍ଚଳରେ ବେକାର ଯୁବକ ଓ ଯୁବତୀଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ପାରାଦ୍ୱୀପ ୟୁଥ ଭଏସ ସଂଗଠନର ପ୍ରୟାସ । ଶୁଣନ୍ତୁ ଏନେଇ କଣ ପ୍ରତିକ୍ରିୟା ରଖିଛନ୍ତି ସଂଗଠନର ସଭାପତି ଅମୀୟ ଦାସ
#ArgusNews #Odisha #jagatsinghpur #Paradeep #ParadeepYouthVoice #UnemployedYouth