ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ପାର୍ବତୀପୁର ଗାଁରେ ଗୋଟିଏ ଚାଷୀ ପରିବାର ନିଜ ହାତରୁ ଖର୍ଚ୍ଚ କରି ଗାଁରେ ଗଢିଛନ୍ତି ସୁନ୍ଦର ଏକ ପାର୍କ । ୨ ଏକର ପରିମିତ ଏହି ପାର୍କକୁ ସର୍ବସାଧାରଣଙ୍କ ପାଇଁ ଖୋଲା ରଖାଯାଇଥିବା ବେଳେ ଏହାର ଦେଖାରଖା କରିବା ପାଇଁ ପାର୍କ ନିର୍ମାତା ବାଙ୍କ ବିହାରୀ ରାଉତ ତିନିଜଣ କର୍ମଚାରୀଙ୍କୁ ନିୟୋଜିତ କରାଇଛନ୍ତି ।
#Balasore #GoodNews #Parbatipurvillage #farmingfamily #built #Park #Odisha #ArgusNews