#ଚର୍ଚ୍ଚାରେ_ପାଲଲହଡାର_ଦବଙ୍ଗ_ବିଧାୟକ_ମୁକେଶ_ପାଲ
ଏଥର ନିଜ ଦଳର ସାଂସଦଙ୍କୁ ଘେରିବା ସହ ସମର୍ଥକଙ୍କୁ ଲଗାଇ ଧମକ ଦେବାର ସାଙ୍ଘାତିକ ଅଭିଯୋଗ ଆସିଛି ମୁକେଶଙ୍କ ନାଁରେ । କୋଭିଡ କେୟାର ସେଣ୍ଟରର ଉଦଘାଟନ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ବିରୋଧ ଓ ଘେରାଉ କରି ଚର୍ଚ୍ଚାକୁ ଆସିଛନ୍ତି ମୁକେଶ ।
#ArgusNews #ArgusTv #Odisha #Palahara #Dhenkanal #MLA_MP_Controversy