ପାହାଡ ଉପରେ ଗୁମ୍ଫା, ଗୁମ୍ଫା ଭିତରେ ଗଙ୍ଗା । ଏ ଜଳ ସୁଖିବା କେହି କେବେ ଦେଖିନି । ଆଉ ଏ ନାଗା ସନ୍ନ୍ୟାସୀ ମାନେ ଏ ଗୁମ୍ଫା ଭିତରକୁ ପ୍ରତି ବର୍ଷ ପ୍ରବେଶ କରନ୍ତି । ମା’ ଗଙ୍ଗାଙ୍କୁ ଆରାଧନା କରନ୍ତି । ହେଲେ, କେମିତି ? ଦେଖନ୍ତୁ ଏହି ଭିଡିଓ।
#Bhubaneswar #khandagirimaghmela #KhandagiriMela #guptaganga #Odisha #Argusnews