#ପାହାଡ_ଜଙ୍ଗଲ_ଭିତରେ_ହଜି_ଯିବାକୁ_ବସିଛି_ଜୀବନ
#ରାସ୍ତା_ବିଜୁଳି_ସମସ୍ୟା_ଉପରେ_ଭାରି_ପଡୁଛି_ଜଳ_କଷ୍ଟ
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଳକ ମାଣ୍ଡିପଦର ଗାଁ । ଦୀର୍ଘ ଶହେରୁ ଉର୍ଦ୍ଧ୍ବ ବର୍ଷ ଧରି ଜଙ୍ଗଲୀ ଜୀବନ କାଟୁଛନ୍ତି ୩୦ରୁ ଉର୍ଦ୍ଧ୍ବ ପରିବାର । ସରକାରୀ ସୁବିଧା କହିଲେ, ଖାଲି ନାଁକୁ ।. ଗାଁକୁ ରାସ୍ତା ଅଛି, ହେଲେ ଭଙ୍ଗାରୁଜା ଖାଲଖମାରରେ ଭର୍ତ୍ତି । ବିଜୁଳି ଅଛି ହେଲେ ଦିନେ ରହିଲେ ଚାରି ଦିନ ଅନ୍ଧାର ।
#Koraput #Hills #forests #waterissue #roadissue #electricalissue #CmoOdisha #Odisha #ArgusNews