ଗତକାଲି ଭାରତ ପୁର ଥାନାରେ ଜଣେ ଅଭିଯୋଗ ହୋଇଥିଲା ଜଣେ ଡାକ୍ତରଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଥିଲା.I କିଛି ଦିନ ତଳେ ଡାକ୍ତର ଜଣଙ୍କ ବିବାହ କରିଥିଲେ.I ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡ଼ିନାହିଁ.I ଅଧିକ ତଦନ୍ତ ହେଲେ ଜଣା ପଡିବ.I
#DCPpressmeet #Pressmeet #Complaint #Suicide #Investigation #Bhubaneswar #pahala #Odisha #ArgusNews