ପିପିଲି ଉପନିର୍ବାଚନରେ ବିଜେଡି ପାଇଁ କଂଗ୍ରେସ ପ୍ରଚାର କରୁଥିଲା । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ । ସୁର କହିଛନ୍ତି ଦଳର ଷ୍ଟାର ପ୍ରଚାରକ ପ୍ରଦୀପ ମାଝିଙ୍କ ପ୍ରଚାର ଦ୍ବାରା ଦଳର ଭୋଟ ହାର କମିବ ।
#PipiliByElection #bjd #Congress #vote #suraraut #pradipmajhi #Odisha #ArgusNews