ପିପିଲି ଉପନିର୍ବାଚନ ପୂର୍ବରୁ ଭୋଟରଙ୍କ ଭୋଟ ବର୍ଜନ ଚେତାବନୀ । ବୀରପୁରୁଷୋତ୍ତମପୁର ଦାନାପଡ଼ାଟଙ୍କି ଗାଁ ରାସ୍ତା ପକ୍କା କରିବାକୁ ଲୋକଙ୍କ ଦାବି । ସେପଟେ ବୀରପୁରୁଷୋତ୍ତମପୁର ପଞ୍ଚାୟତରେ ଫୋନି ପ୍ରଭାବିତଙ୍କୁ ଏଯାଏ ଘର ମିଳି ନଥିବାରୁ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି ।
#PipiliByElection #Pipili #election #Odisha #ArgusNews