ପିପିଲି ଉପନିର୍ବାଚନ ପାଇଁ ଆଜି ଥିଲା ପ୍ରଚାରର ଶେଷଦିନ । ତିନି ପ୍ରମୁଖ ରାଜନୈତିକ ଦଳ ଲୋକଙ୍କ ପାଖରେ ପହଂଚିବା ପାଇଁ କୌଣସି ସୁଯୋଗକୁ ହାତ ଛଡା କରିନାହାନ୍ତି । ଡୋର ଟୁ ଡୋର କ୍ୟାମ୍ପେନିଂ ଠାରୁ ଆରମ୍ଭ କରି ଚାଲି ଚାଲି ପିପିଲିବାସୀଙ୍କ ପାଖରେ ପହଂଚିଛନ୍ତି ।
#pipili #PipiliByElection #BJP #BJD #congress #campaign #Odisha #ArgusNews