ଆଉ କିଛି ଦିନ ପରେ ପିପିଲି ଉପ ନିର୍ବାଚନ । ଏଥିପାଇଁ ୩ ଦଳ ନିଜର ପ୍ରାର୍ଥୀଙ୍କୁ ନେଇ ପ୍ରଚାର ମୈଦାନକୁ ଓହ୍ଲାଇଥିବା ବେଳେ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଲକ୍ଷ୍ମୀନାରାୟଣପୁରରେ ଆଜି ନିର୍ବାଚନ ପ୍ରଚାର କରିଥିବା ବେଳେ ତାଙ୍କ ସହିତ ସାମିଲ ହୋଇଥିଲେ ବିଜେପିର ରାଷ୍ଟୀୟ ମୁଖପାତ୍ର ସମ୍ବିତ ପାତ୍ର
#Puri #Pipili #ByElection #BJP #Campaign #AshritPattnaik #SambitPatra #Odisha #ArgusNews