ପଢିବେ ଆଉ ଲଢିବେ, ଘରେ ଘରେ ସୃଷ୍ଟି ହେବେ ଯୋଦ୍ଧା । ଗତ ଦୁଇ ଦଶନ୍ଧି ମଧ୍ୟରେ ବିପର୍ଯ୍ୟୟ ମୁକାବିଲା କରିବାରେ ଓଡିଶାର ପାରିବାପଣିଆ ବିଶ୍ବ ମାନଚିତ୍ରରେ ସ୍ପଷ୍ଟ ହୋଇଯାଇଛି । ଓଡ଼ିଶା ଭଳି ଏକ ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟରେ ଏସବୁ ଦିଗ ପ୍ରତି ଗୁରୁତ୍ବ ଦେଇ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି
#ArgusNews #Odisha #NewsChannel #ArgusNewsTV #Disaster_Education #Odisha_Govt #New_Syllabus