ପିସିସି ସଭାପତିଙ୍କୁ ନେଇ ବିଷୋଦଗାର କଲେ ବାହିନୀପତି । ଦଳୀୟ ବିଶୃଙ୍ଖଳାକୁ ନେଇ ପିସିସି ସଭାପତିଙ୍କୁ ଦାୟୀ କଲେ ତାରା । ବିଭିନ୍ନ ଜିଲ୍ଲାରେ ସେ ବିଶୁଙ୍ଖଳା ସୃଷ୍ଟି କରି ଦଳରେ ଫାଟ ସୃଷ୍ଟି କରୁଛନ୍ତି ପିସିସି ସଭାପତି । ଦରକାର ପଡିଲେ ବିଧାୟକ ପଦ ଛାଡିବି : ତାରା ବାହିନୀପତି
#ArgusNews #Odisha #jaypur #koraput #Congress #Conflict #TaraBahinipati