#ପିସି_ନାହିଁ_ତ_କାମ_ନାହିଁ
#ବିପୁଳ_ପରିମାଣର_ପିସି_ନେଉଛନ୍ତି_ବିଜେଡି_ବିଧାୟକ
#ସରକାରଙ୍କ_ବିଭିନ୍ନ_ବିଭାଗରେ_କୋଟିକୋଟି_ଟଙ୍କାର_ମହା_ଦୁର୍ନୀତି
ପିସି ଖାଉଛନ୍ତି ବିଧାୟକ ପ୍ରଶାନ୍ତ ଜଗଦେବ । 5 ପ୍ରତିଶତ ପିସି ନନେଲେ ହେଉନି ବିକାଶ କାମ । ପିସି ନାହିଁ ତ କାମ ନାହିଁ । ପିସିର ଧଜିଆ ଉଡୁଛି ଚିଲିକା ନିର୍ବାଚନ ମଣ୍ଡଳୀରେ । ଏପରି ସଙ୍ଗୀନ ଅଭିଯୋଗ ଆଣି ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଟାର୍ଗେଟ କରିଛନ୍ତି ବିଜେଡିର ପୂର୍ବତନ ବିଧାୟକ ରଘୁନାଥ ସାହୁ ।
#bjd #MLA #corruption #Odisha #ArgusNews