ଚଳିତ ବର୍ଷ ସାରା ରାଜ୍ୟରେ ପି.ଜି ଏକକ ପରୀକ୍ଷାର ଫଳ ଅକ୍ଟୋବର ବାର ତାରିଖ ଅପରାହ୍ନ ଦୁଇ ଘଟିକାରେ ପ୍ରକାଶିତ ହୋଇଥିଲା ।ଫଳାଫଳ ପ୍ରକାଶ ପାଇବାର ସାତ ଘଣ୍ଟା ପରେ ସାମ୍ସ ତରଫରୁ ଏକ ନୋଟିଫିକେଶନ ଆସିଥିଲା ଯେଉଁ ଫଳ ପ୍ରକାଶ ପାଇଛି ସେହି ଫଳାଫଳରେ କିଛି ଛାତ୍ରଛାତ୍ରୀ ତ୍ରୁଟିପୂର୍ଣ୍ଣ ମାର୍କ ଅପଲୋଡ ହୋଇଛି ଓ ତାକୁ ପରିବର୍ତ୍ତନ ମଧ୍ୟ କରାଯାଇ ଆଉ ଥରେ ଅପଲୋଡ଼ କରାଗଲା , କିନ୍ତୁ ଯେଉଁ ଛାତ୍ରଛାତ୍ରୀ ମାନେ ଅଧିକ ମାର୍କ ରଖି ମେରିଟ ଲିଷ୍ଟ ଉପରେ ଥିଲେ ସେମାନଙ୍କୁ ମାର୍କ କାଟି ଦିଆଯାଇ ମେରିଟ ଲିଷ୍ଟର ତଳକୁ ଅଣାଯାଇଛି
#BBSR #PGExamResult #ABVP #StudentProtest #Odisha #ArgusNews