ଏ ମା ହେଉଛନ୍ତି କୁଜଙ୍ଗର ସୁଲୋଚନା ଦାସ । ପୁଅ ଅମୃତ ଦାସର ମୃତ୍ୟୁ ଦୁର୍ଘଟଣା ନୁହେଁ ହତ୍ୟା । ହେଲେ ତାଙ୍କ କଥା ନା ଜଗତସିଂହପୁର ପୋଲିସ ଶୁଣିଲା ନା କ୍ରାଇମବ୍ରାଞ୍ଚ । ଆତ୍ମହୂତି ଉଦ୍ୟମ ବି କରିଥିଲେ ସୁଲୋଚନା । ହେଲେ କେହି ଶୁଣିଲେନି । ବିଧାୟକ ଅତନୁ ସବ୍ୟସାଚୀ ନାୟକ ଅପରାଧୀଙ୍କୁ ଘଣ୍ଟ ଘୋଡାଉଛନ୍ତି
#Jagatsingpur #AmrutaDasMissing #Mother #SpecialProgramme #Odisha #ArgusNews