ଦୀର୍ଘ ପାଞ୍ଚ କିଲୋମିଟର ଏକ ଭଙ୍ଗା ଚୌକିରେ ବୋହିଲେ ଗାଁ ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ହଣ୍ଡରହାଲ୍ ପଞ୍ଚୟତର ଖାଲଗୁଡ଼ାରେ ଜଣେ ବ୍ୟକ୍ତି ଦୀର୍ଘ ଦିନ ଧରି ରୋଗରେ ପଡ଼ିଥିଲେ । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ତା ବିଗିଡି ଯିବାରୁ ଗାଁ ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ କିନ୍ତୁ ଗାଁକୁ ରାସ୍ତା ନଥିବାରୁ ପହଞ୍ଚି ପାରିନଥିଲା ଆମ୍ବୁଲାନ୍ସ । ଯାହାଫଳରେ ତାଙ୍କୁ ଦୋଳାରେ ବୋହିନେବାକୁ ପଡିଥିଲା
#Mayurbhanj #Chitrakonda #Patient #roadproblem #ArgusNews