ଚୋରା ବନ୍ଧୁକ କାରବାରରେ 4ଜଣଙ୍କୁ ଗିରଫ କରିଛି କଟକ କମିଶନରେଟ ପୋଲିସ । ଚୋରା ବନ୍ଧୁକ ଓ ଗୁଳି କାରବାର ମାଷ୍ଟର ମାଇଣ୍ଡ ଟୁକୁନା ସ୍ବାଇଁ ଙ୍କୁ ରିମାଣ୍ଡରେ ଆଣିବା ପରେ ବନ୍ଧୁକ କାରବାର ପର୍ଦା ଫାଶ କରିବାରେ ସଫଳ ହୋଇଛି କଟକ କମିଶନରେଟ ପୋଲିସ ।
#ArgusNews #ArgusNewsTV #Odisha #Cuttack #Stolen_guns_and_ammunition