ମଛୁଆ ପଞ୍ଚାୟତ ସିଙ୍ଗିରି ଗାଁରେ ଦେଖାଦେଇଛି ହାତୀ ଆତଙ୍କ । ଗତ ରାତିରେ ଗାଁରେ ହାତୀ ପ୍ରବେଶ କରି ଧୀରେନ୍ଦ୍ର କରଙ୍କ ଘରେ ୩୦ରୁ ଉର୍ଦ୍ଧ୍ବ ଧାନ ବସ୍ତା ନଷ୍ଟ କରିଛି । ତେବେ ଅଳ୍ପକେ ବର୍ତିଯାଇଛନ୍ତି ପରିବାର ଲୋକେ
#Balasore #Nilagiri #Eleohantterror #ArgusNews