#ପୁଣି_ବିଦେଶରେ_ବନ୍ଧା_ପଡ଼ିଛି_ଦାଦନ।
ଦିନକୁ ଦିନ ରାଜ୍ୟରେ ଉତ୍କଟ ହେଉଛି ଦାଦନ ସମସ୍ୟା । ରୋଜଗାର ପାଇଁ କୌଣସି କର୍ମ ସଂସ୍ଥାନ ନପାଇ ଭିଟାମାଟି ଛାଡି ରାଜ୍ୟ ଓ ଦେଶ ବାହାରକୁ ଅଧିକ ରୋଜଗାର କରିବା ପାଇଁ ଯାଉଛନ୍ତି ଲୋକମାନେ। ବେଳେ ବେଳେ ସେଠାରେ ଅନେକ ନିର୍ଯାତନାର ଶୀକାର ହେଉଥିବାର ଅନେକ ଉଦାହରଣ ରହିଛି
#ArgusNews #Odisha #Ganjam #Chhatrapur #Migrantlabour