ପୁଣି ଆଠ କ୍ବିଣ୍ଟାଲ ଗଞ୍ଜେଇ ଜବତ। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ଗଞ୍ଜେଇ ସହ ଦୁଇ ମାଫିଆଙ୍କୁ ଧରିଲା ପୋଲିସ। ତୁସୁବା ଗାଁ ନିକଟରେ ଦୁଇ ଜଣ ଆନ୍ତରାଜ୍ୟ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ
#ArgusNews #Odisha #Koraput #CannbisSeized #GanjeiSeized