କୋଟିଆରେ ଆନ୍ଧ୍ର କରିବ ହାଇଡ୍ରୋ ପାୱାର ପ୍ଲାଣ୍ଟ। ଆନ୍ଧ୍ର ଅଧିକାରୀଙ୍କ ସହ ଦିଲ୍ଗୀର NTPCର ୪ ଜଣିଆ ଟିମ କଲେ ଅନୁଧ୍ୟାନ। କୋଟିଆ ଦଖଲ ପାଇଁ ଆନ୍ଧ୍ରର ଆଉ ଏକ କୁଚକ୍ରାନ୍ତ। ଆନ୍ଧ୍ର ପକ୍ଷରୁ କୋଟିଆରେ ହାଇଡ୍ରୋ ପାୱ୍ବାର ପ୍ରକଳ୍ପ ସ୍ଥାପନ କରାଯିବ ନେଇ ସର୍ଭେ କରାଯାଇଛି
#Koraput #odishaandhra #borderissue #NTPC #ArgusNews