ପୁଣି ଏକ ଭିଡ଼ିଓ ଜାରି କଲେ ଅନଭୁବ । ନିଜ ଫ୍ୟାନମାନଙ୍କ ଉଦେଶ୍ୟରେ ଭିଡ଼ିଓ କରୁଥିବା କହିଲେ ।
ନିଜ ଫ୍ୟାନମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କଲେ ଅନୁଭବ । ପୂର୍ବ ଭିଡ଼ିଓ ଭଳି ଏଥିରେ ନିଜ ପାରିବାରିକ ବିବାଦରେ କିଛି କହି ନାହାଁନ୍ତି ଅନୁଭବ ।
#Socialmedia #Anubhab #Videopost #fans #familydisputes #argusNews #Odisha #Video