#ପୁଣି_ଖଟିଆରେ_ବୁହାହେଲେ_ରୋଗୀ
ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକର ଧଅଁରାଦାଦାର ଗ୍ରାମରୁ ଆସିଲା ଅଭାବନୀୟ ଦୃଶ୍ୟ । ଗ୍ରାମର ସୁକ ମାଝୀ ଦୀର୍ଘଦିନ ହେଲା ରୋଗରେ ପୀଡିତ ଥିବାବେଳେ ଆଜି ତାଙ୍କୁ ଖଟିଆରେ ବୋହି ଡାକ୍ତରଖାନା ନିଆଯାଇଛି । ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିନଥିଲା ।
#Balangir #RoadProblem #ambulance #sukamajhi #medical #CMOOdisha #Odisha #ArgusNews