#ପୁଣି_ଗରମ_ହେବ_ମମିତା_ପ୍ରସଙ୍ଗ
#ଆସନ୍ତା_୯ରେ_ବିଧାନସଭା_ଘେରାଉ_କରିବ_ଚେତାବନୀ_ବିଜେପି_ଯୁବମୋର୍ଚ୍ଚା
ଆହୁରି ପୁଣି ଗରମ ହେବ ମମିତା ପ୍ରସଙ୍ଗ । ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ସରକାରଙ୍କ ପାଇଁ ବଢିଲା ଅଡୁଆ । ବିଧାନସଭା ଭିତରେ ବିରୋଧୀ ବିଜେପି ପକ୍ଷରୁ ସରକାରଙ୍କୁ ଘେରିଥିବା ବେଳେ ଏବେ ବିଧାନସଭା ବାହାରେ ସରକାରଙ୍କୁ ଘେରିବା ପାଇଁ ବିଜେପି ଯୁବମୋର୍ଚ୍ଚା କରିଛି ରଣନୀତି
#Assembly #BJP #MamitaMeherCase #JusticeForMamita #DibyashankarMishra #Odisha #ArgusNews