#ପୁଣି_ତେଜିଲା_ଖରସ୍ରୋତା_ଆନ୍ଦୋଳନ
ବହୁ ଚର୍ଚ୍ଚିତ ଆଳି ଭାରିଗଦାଠାରେ 892କୋଟି ଟଙ୍କାରେ ନିର୍ମାଣ ହେଉଥିବା ବେଆଇନ ମେଗାପାନୀୟ ଜଳ ପ୍ରକଳ୍ପକୁ ବନ୍ଦ କରିବା ପାଇଁ ପୁଣି ଆନ୍ଦୋଳନ ତେଜିବାରେ ଲାଗିଛି । ଗତ ଚାରି ମାସ ହେବ ଅଶାନ୍ତ ହୋଇପଡିଛି ଆଳି ଓ ରାଜକନିକା ଅଂଚଳ ।
#Kendrapada #kharasrota #project #BJP #protest #Odisha #ArgusNews