ଦକ୍ଷତା ବିକାଶ ପ୍ରତିଯୋଗିତାରେ ପୁଣି ଥରେ କୀର୍ତ୍ତିମାନ ସ୍ଥାପନ କରି ଓଡ଼ିଶା ଫେରିଛନ୍ତି ଦକ୍ଷପ୍ରତିଯୋଗୀ । ନିକଟରେ ସମାପ୍ତ ହୋଇଥିବା ଇଣ୍ଡିଆ ସ୍କିଲ୍' ପ୍ରତିଯୋଗିତାରେ ଓଡ଼ିଶା ସର୍ବାଧିକ ପଦକ ହାସଲ କରିବାରେ ସଫଳ ହୋଇଛି
#Skilldevelopment #skillstars #Indiaskillcompetition #ArgusNews