ପୁଣି ଦାଣ୍ଡରେ ପଡି ହାଟରେ ଗଡିଲା କଂଗ୍ରେସ କଳି । ଦଳରେ ବଢୁଛି ବିଶୃଙ୍ଖଳା। ପ୍ରଶୟ ଦେଉଛନ୍ତି ମୁଖିଆ। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଜୟପୁର ବିଧାୟକ ତାରାବାହିନୀ ପତି ଓ ଲକ୍ଷ୍ମୀପୁର ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲସେକା ମଧ୍ୟରେ ଛକା ପଞ୍ଝା। ଅନୁଶାସନ କଥା କହି ପିସିସି ସଭାପତିଙ୍କୁ ଟାର୍ଗେଟ୍ କରିଛନ୍ତି ତାରା। କହିଛନ୍ତି, ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଥିବା ନେତାଙ୍କୁ ଦଳରେ ସୁଯୋଗ ଦେଇଛନ୍ତି ନିରଞ୍ଜନ
#Taraprasadbahinipati #PCC #NiranjanPatnaik #Congress #Odisha #ArgusNews