#ପୁଣି_ପଦାରେ_ପଡିଲା_ପକ୍କାଘର_ପ୍ରହସନ
ଯାଜପୁର ଜିଲ୍ଲା କୋରେଇ ବ୍ଳକ କରଦା ପଂଚାୟତ l ଯେଉଁଠି ଅନେକ ହିତାଧିକାରୀ ଏବେବି ଆବାସ ଯୋଜନାରୁ ବଞ୍ଚିତ। ପକ୍କା ଘରଟିଏ ପାଇଁ ପ୍ରଶାସନ ପାଖରେ ବାରବାର ଗୁହାରି ପରେବି ଫଳ ଶୂନ। ଫଳରେ ଭଙ୍ଗା ଦଦରା କଚ୍ଚା ଘରେ କଟୁଛି ଦିନ ।
#Jajpur #KoreiBlock #HousingSchemes #pakkaghar #OdishaCM #Odisha #ArgusNews