#ହାତଗୁଞ୍ଜ_ନଦେଲେ_ମିଳୁନି_ଆବାସ
ଯାଜପୁର ଜିଲ୍ଲା କୋରେଇ ବ୍ଳକ କରଦା ପଂଚାୟତ l ଯେଉଁଠି ଅନେକ ହିତାଧିକାରୀ ଏବେବି ଆବାସ ଯୋଜନାରୁ ବଞ୍ଚିତ। ପକ୍କା ଘରଟିଏ ପାଇଁ ପ୍ରଶାସନ ପାଖରେ ବାରବାର ଗୁହାରି ପରେବି ଫଳ ଶୂନ। ଫଳରେ ଭଙ୍ଗା ଦଦରା କଚ୍ଚା ଘରେ କଟୁଛି ଦିନ।
#Jajpur #Korei #AwasScam #Corruption #DurgamaOdisha #AwasYojna #ArgusNews