#ପୁଣି_ବାଘ_ଛାଲ_ଜବତ
#ଶିକାରୀଙ୍କ_ଟାର୍ଗେଟରେ_ବାଘ
#ଶିମିଳିପାଳର_ସୁରକ୍ଷା_ନେଇ_ପୁଣି_ଉଠିଲା_ପ୍ରଶ୍ନ
ପୁଣି ୩ ଜଣ ବାଘଛାଲ ବେପାରୀକୁ ଗିରଫ କରିବା ସହିତ ବାଘଛାଲ ଜବତ କରିଛି ପୋଲିସ । ରାତି ଅଧରେ ଖୁଣ୍ଟା ପୋଲିସ ସ୍ଥାନୀୟ ବଡ଼ଅଳିଆ ଗ୍ରାମରେ ଚଢ଼ାଉ କରିଥିବା ବେଳେ ବିକ୍ରି ନିମନ୍ତେ ରଖାଯାଇଥିବା ବାଘଛାଲକୁ ପୋଲିସ ଜବତ କରିଛି ।
#udala #tigerskin #seized #police #arrest #Odisha #ArgusNews