ପୁଣି ବିବାଦରେ ଅନୁଗୁଳ ବଳରାମ ପ୍ରସାଦ ଠାରେ ଥିବା ନକୁଳ ଚନ୍ଦ୍ର ଦୃଷ୍ଟି ହୀନ ଓ ମୁକ ବଧିର ବିଦ୍ୟାଳୟ ର ସମ୍ପାଦିକା । ସମ୍ପାଦିକା ଙ୍କ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଜିଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଲେ ଅନୁଷ୍ଠାନ ର କର୍ମଚାରୀଗଣ
#ArgusNews #Odisha #ArgusNewsTV #Angul #BlindSchool