#ବେଆଇନ_ନିଯୁକ୍ତି_କରିଥିବା_ନେଇ_ଆସିଲା_ଅଭିଯୋଗ
#ଆଠଗଡର_ଛଅଗାଁରୁ_ଆସିଲା_ଋଣ_ଘୋଟାଲାର_ଅଭିଯୋଗ
ଗରୁଡିଝାଟିଆ ପରେ ସମବାୟ ମନ୍ତ୍ରୀ ଓ ତାଙ୍କ ଭାଇଙ୍କ ନାଁରେ ପୁଣି ଏକ କେଳେଙ୍କାରୀର ଅଭିଯୋଗ। ଏଥର ବେଆଇନ ନିଯୁକ୍ତିର ଅଭିଯୋଗ ଆଣିଛନ୍ତି ଆଠଗଡର ଯୁବ ସଗଂଠକ ଅଭୟ ବାରିକ। ଅଭୟ ଅଭିଯୋଗ କରିଛନ୍ତି ମନ୍ତ୍ରୀଙ୍କ ଭାଇ ବିରେନ୍ଦ୍ର ପ୍ରତାପ ସ୍ବାଇଁ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଥିବା ବେଲେ 10 ଜଣଙ୍କୁ ବେଆଇନ ନିଯୁକ୍ତି ଦେଇଛନ୍ତି।
#IllegallAppointment #RajaSwain #scam #SamabayaScam #CooperationDepartmentOdisha