ରାଉରକେଲା ସରକାରୀ ଡାକ୍ତରଖାନା ପରିସରରେ ଖତ ଖାଉଛି ରୋଗୀ ମାନଙ୍କ ପାଇଁ ଆସିଥିବା ଇ ରିକ୍ସା। ପ୍ରାୟ ଦୁଇ ବର୍ଷ ରୁ ଅଧିକ ହେବ କାମରେ ଆସୁନି । ନଷ୍ଟ ହେଉଛି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ। ଡିଏମଏଫ୍ ଫଣ୍ଡରୁ ଖର୍ଚ୍ଚ ହେଉଥିବା ଏହି ଅର୍ଥକୁ ନେଇ ବିବାଦରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।
#Sundargarh #Rourkela #ERickshaw #GovernmentHospital #controversy #ArgusNews