ପୁଣି ମାନବବାଦ ସଂଗଠନ ସଦସ୍ୟ ଙ୍କ ନାରେ ଜଘନ୍ୟ ଅଭିଯୋଗ । ନୀଳମାଧବ ଆଦିବାସୀ ସଂଘ ର ନେତା ବେଲେଶ୍ବର ପରିଡ଼ା ଙ୍କୁ ଜୀବନରେ ମାରିଦେବାକୁ ଧମକ । ୧୦ରୁ୧୨ଜଣ ମିଶି ଧମକ ଦେଇଥିବା ବେଗୁନିଆ ଥାନାରେ ଲିଖିତ ଅଭିଯୋଗ । ଜେଲରେ ଥାଇ ବି ଭଣ୍ଡ ଗୁରୁଜୀ ଚଲାଉଛନ୍ତି ଗୋଟି ।
#Khurda #Bhandaguruji #ManasDas #Odisha #ArgusNews